BJP MLA: ପ୍ରମିଳାଙ୍କ ମୁହଁ ଉପରେ ବିଜେଡିକୁ ଝାଡ଼ିଦେଲେ

3 weeks ago 4
.

ବିଧାନସଭାରେ ଆଜି ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ...ବିଜେପି ବିଧାୟକ ସରୋଜ ପାଢ଼ୀ ଓ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭିତରେ କଥା କଟାକଟି...ପରେ ସରୋଜ ପାଢ଼ୀ କଣ କହିଲେ ଶୁଣନ୍ତୁ।

Published By: Chinmayee Sahoo

Last updated: 22 September 2025, 02:31 PM IST

Other Videos

ଅଙ୍ଗୁର ଖାଇ ନ ପାରିଲେ ଖଟା। ୨୪ ବର୍ଷ କ୍ଷମତାରେ ରହିଥିବା ବବି ଦାସ ଏବେ କହୁଛନ୍ତି, ଆମର କ୍ଷମତା ଦରକାର ନାହିଁ, କେବଳ ଆପଣଙ୍କ ଆଶୀର୍ବାଦ ଲୋଡ଼ା। ବାପା ଅଶୋକ ଦାସଙ୍କ ପରେ ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀକୁ ଭୁଲିଯାଇଥିବା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି, ବନ୍ଧୁମିଳନ କରି ଚେଷ୍ଟା କରିଛନ୍ତି କୋରେଇ ଲୋକଙ୍କୁ ତେଲ ମାରିବାକୁ।

Bobby Das

Copyright © 2025 - Odisha Television Limited All Rights Reserved.

Read Entire Article