Jungle Raj': ‘ଜଙ୍ଗଲ ରାଜ୍’ରେ ଅଜୟ

3 hours ago 1
.

ଓଲିଉଡ୍‌ର ଜଣାଶୁଣା ପ୍ରଯୋଜକ, ନି‌ର୍ଦ୍ଦେଶକ, ସଂଗୀତକାର ଓ ଗାୟକ ତଥା ଅଭିନେତା ଅଜୟ ମହାନ୍ତିଙ୍କୁ ଦର୍ଶକ ଖୁବ୍ ଶୀଘ୍ର ଏକ ନୂଆ ଓଡ଼ିଆ ଛବିରେ ଦେଖିବାକୁ ପାଇବେ। ସନ୍ ମ୍ୟୁଜିକ୍ ବ୍ୟାନର ନିବେଦିତ ତଥା ଶ୍ରୀକାନ୍ତ ଗୌତମଙ୍କ ପ୍ରଯୋଜିତ ‘ଜଙ୍ଗଲ ରାଜ୍’ରେ ତାଙ୍କୁ ଜଣେ ହୋଲସେଲ୍ ଦୋକାନୀ ଭୂମିକାରେ ଦେଖିବାକୁ ମିଳିବ। ‘ଓଁ ନମଃ ଶିବାୟ’ ଫେମ୍ ରବୀନ୍ଦ୍ର ପ୍ରଧାନ ଏହାର ନିର୍ଦ୍ଦେଶକ।

Three generations: ଗୋଟାଏ ସିନେମାରେ ତିନି ପିଢ଼ି

🔴 LIVE News Updates 2026 May 9: ଆଜି ଠାରୁ ପଶ୍ଚିମବଙ୍ଗରେ ଶୁଭେନ୍ଦୁଙ୍କ ସରକାର; ୧୩ଟି ରାଜ୍ୟକୁ ବର୍ଷା ଏବଂ ଘୁର୍ଣ୍ଣିଝଡ଼ ସତର୍କତା ଜାରି; ଋଷ ଏବଂ ୟୁକ୍ରେନ ମଧ୍ୟରେ ୩ଦିନିଆ ଅସ୍ତ୍ରବିରତି

ଏହା ଅବଶ୍ୟ ଅଜୟଙ୍କ ଅଭିନୀତ ପ୍ରଥମ ସିନେମା ନୁହେଁ, ପୂର୍ବରୁ ସେ ନିଜ ପ୍ରଯୋଜିତ ‘ନଈ ସେପାରି କନକଗୋରୀ’ରେ ଡାକବାଲା ଓ ‘ଅପରାହ୍ନର ସୂର୍ଯ୍ୟ’ରେ ନିଧିମାଷ୍ଟ୍ରେ ଭୂମିକାରେ ପ୍ରଭାବଶାଳୀ ଅଭିନୟ କରିଥିଲେ। ଅଜୟ କହନ୍ତି,ଏବେ ଅଭିନୟ କରିବାର ପ୍ରବଳ ଇଚ୍ଛା। ଯଦି ଭଲ ଚରିତ୍ର ମିଳେ ତେବେ ମୁଁ ଆଗକୁ ବି ଅଭିନୟ ଜାରି ରଖିବି।

Read Entire Article