OCS Result: ବାହାରିଲା OAS ରେଜଲ୍ଟ, ୩୯୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ

2 weeks ago 1
.

୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ। ପ୍ରିୟାଂଶୁ ପାଲ୍ ହେଲେ OAS ଟପ୍ପର। ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର। ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ। ଟପ୍ 10ରେ ଅନନ୍ୟା ମିଶ୍ର ଏକମାତ୍ର ମହିଳା।

author-image

Tapan Swain

26 Sep 2025 18:19 IST

ଆସିଲା OAS ରେଜଲ୍ଟ। ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ। ପ୍ରିୟାଂଶୁ ପାଲ୍ ହେଲେ OAS ଟପ୍ପର। ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର। ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ। ଟପ୍ 10ରେ ଅନନ୍ୟା ମିଶ୍ର ଏକମାତ୍ର ମହିଳା। ୩୯୮ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ମହିଳା। 

Advertisment

OPSC OCS

Read Entire Article