ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ ହୋଇଛି । ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଦକ୍ଷିଣ ସିନେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି।
VIJAYA-RASHMIKA Photograph: (OTV)
1/5
ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ ହୋଇଛି । ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଦକ୍ଷିଣ ସିନେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି।
2/5
ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ଉଭୟ ୨୦୨୬ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଯଦିଓ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ କିମ୍ବା ନିର୍ବନ୍ଧ ସଂକ୍ରାନ୍ତରେ ଘୋଷଣା ହୋଇନାହିଁ।
3/5
ରଶ୍ମିକା ଏବଂ ବିଜୟ ୨୦୧୮ର ହିଟ୍ ଫିଲ୍ମ ଗୀତା ଗୋବିନ୍ଦମ୍ ଏବଂ ୨୦୧୯ର ଡିୟର କମ୍ରେଡ୍ ଫିଲ୍ମରେ ଏକାଠି ଅଭିନୟ କରିବା ପରଠୁ ଚର୍ଚ୍ଚାରେ ରହିଛନ୍ତି । ଏହି ସମୟରେ ସେମାନେ ପରସ୍ପରର ନିକଟତର ହୋଇଥିଲେ ।
4/5
ରଶ୍ମିକା ମନ୍ଦାନାଙ୍କ ବୟସ ୨୯ ବର୍ଷ ହୋଇଥିବା ବେଳେ ବିଜୟ ଦେବରକୋଣ୍ଡାଙ୍କ ବୟସ ୩୬ ବର୍ଷ । ବିଜୟ ରଶ୍ମିକାଙ୍କଠାରୁ ସାତ ବର୍ଷ ବଡ଼ ।
5/5
ଫିଲ୍ମ ଗୀତା ଗୋବିନ୍ଦମ୍ ରିଲିଜ ପରେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଉଭୟ ନ୍ୟାସନାଲ କ୍ରଶ୍ ପାଲଟିଥିଲେ ।