Sundargarh: ଭାରସାମ୍ଯ ହରାଇ ବାଇକ୍ ଦୁର୍ଘଟଣା: ୧ ମୃତ, ଦୁଇ ଗୁରୁତର

6 days ago 3
.

ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଘୋଘର ବୁନ୍ଦେଲ ଜଙ୍ଗଲରେ ଏକ ବାଇକ ଭାରସାମ୍ଯ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣକର ମୃତ୍ଯୁ ହୋଇଥିବାବେଳେ ଦୁଇ ଗୁରୁତର ହୋଇଛନ୍ତି।

 representational accident Photograph: representational

ସୁନ୍ଦରଗଡ଼: ସୁନ୍ଦରଗଡଜିଲ୍ଲା ତଳସରା ଥାନା ଘୋଘର ବୁନ୍ଦେଲ ଜଙ୍ଗଲରେ ଏକ ବାଇକ ଭାରସାମ୍ଯ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣକର ମୃତ୍ଯୁ ହୋଇଥିବାବେଳେ ଦୁଇ ଗୁରୁତର ହୋଇଛନ୍ତି। ମୃତକ ହେଲେ ଶ୍ଲୋକ ବାର୍ଲା (୨୨) ଓ ଗୁରୁତର ହେଲେ ଅବିନାଶ ବାର୍ଲା ଓ ଆକାଶ ବାର୍ଲା (୧୯)। ସମସ୍ତେ ବାଲିଶଙ୍କରା ଭାଟିପଡ଼ାର ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା ।

ଆହୁରି ପଢନ୍ତୁ: Accident: ରାୟଗଡାରେ ଓଲଟିଲା ଟ୍ରଲର, ଗଞ୍ଜାମରେ ଟ୍ରକକୁ ଧକ୍କା ଦେଲା ବସ

ଗୁରୁତରଙ୍କ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ସେଠାରୁ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ୩ ସାଙ୍ଗ ଏକ ନମ୍ବର ବିହୀନ ବାଇକରେ ବିବାହ ଭୋଜି ଖାଇବାକୁ ଘୋଘର ଯାଉଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article