Tension Mounts in Hospital: ଭୁଲ୍ ମେଡିସିନରୁ ଶିଶୁମୃତ୍ୟୁ ଅଭିଯୋଗ, ଶିଶୁରୋଗ ୱାର୍ଡରେ ତୁମୁଳକାଣ୍ଡ ଓ ପ୍ରବଳ ଉତ୍ତେଜନା

3 weeks ago 3
.

ଚିକିତ୍ସା ଅବହେଳା ଓ ଭୁଲ ମେଡିସିନରୁ ୧୩ ମାସର ଶିଶୁପୁତ୍ର ମୃତ୍ୟୁ ଅଭିଯୋଗକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ହଙ୍ଗାମା। ଶିଶୁରୋଗ ୱାର୍ଡରେ ଧସେଇ ପଶିବା ସହ ଭଙ୍ଗାରୁଜା ଓ ବିକ୍ଷୋଭ ପ୍ରଦର୍ଶନ ସହ ତୁମୁଳକାଣ୍ଡ କଲେ ଉତ୍ତ୍ୟକ୍ତ ଲୋକ।

author-image

CAPITAL-HOSPITAL

ହସ୍ପିଟାଲ୍ Photograph: (OTV)

ଚିକିତ୍ସାଅବହେଳାଭୁଲମେଡିସିନରୁ୧୩ମାସରଶିଶୁପୁତ୍ରମୃତ୍ୟୁଅଭିଯୋଗକୁନେଇକ୍ୟାପିଟାଲହସ୍ପିଟାଲରେହଙ୍ଗାମାଶିଶୁରୋଗୱାର୍ଡରେଧସେଇପଶିବାସହଭଙ୍ଗାରୁଜାବିକ୍ଷୋଭପ୍ରଦର୍ଶନସହତୁମୁଳକାଣ୍ଡକଲେଉତ୍ତ୍ୟକ୍ତଲୋକସକାଳ୭ଟାରୁପ୍ରାୟଘଣ୍ଟାଧରିକ୍ୟାପିଟାଲହସ୍ପିଟାଲପରିସରରେପ୍ରବଳଉତ୍ତେଜନାଲାଗିରହିଥିଲାବାଧାପ୍ରାପ୍ତହୋଇଥିଲାସାଧାରଣରୋଗୀସେବାଶିଶୁରମୃତ୍ୟୁପରେମାଆଙ୍କୁସିକ୍ୟୁରିଟିଗାର୍ଡମାଡ଼ମାରିଥିବାଅଭିଯୋଗପରେଉତ୍ତେଜନାଉଗ୍ରରୂପନେଇଥିଲାସେପଟେକ୍ୟାପିଟାଲ୍ହସ୍ପିଟାଲକର୍ତ୍ତୃପକ୍ଷଚିକିତ୍ସାଅବହେଳାକୁଖଣ୍ଡନକରିଛନ୍ତିମୃତକଙ୍କପରିବାରକୁମୁଖ୍ୟମନ୍ତ୍ରୀଲକ୍ଷଟଙ୍କାଅନୁକମ୍ପାସହାୟତାଦେବାକୁଘୋଷଣାକରିଛନ୍ତି ...

କ୍ୟାପିଟାଲ୍ହସ୍ପିଟାଲରେବଡ଼ଝାମେଲା ।ଶିଶୁପୁତ୍ରରମୃତ୍ୟୁକୁନେଇତୁମୁଳକାଣ୍ଡ ।  ଭଙ୍ଗାରୁଜା, ହୋହଲ୍ଲାଆଉନାରାବାଜି ।ଶିଶୁରୋଗୱାର୍ଡରେଧସେଇପଶିଲେଉତ୍ୟକ୍ତଲୋକ ।  ହସ୍ପିଟାଲଭିତରବାହାରପାଲଟିଲାରଣକ୍ଷେତ୍ରପ୍ରାୟଘଣ୍ଟାବ୍ୟାହତହେଲାରୋଗୀସେବା ।
ଚିକିତ୍ସାଅବହେଳାଡାକ୍ତରଙ୍କଭୁଲ୍ମେଡିସନିରୁ୧୩ମାସଶିଶୁରମୃତ୍ୟୁଅଭିଯୋଗପରେକ୍ୟାପିଟାଲହସ୍ପିଟାଲରେଦେଖାଦେଇଥିବାଉତ୍ତେଜନାପରେନେଇଥିଲାଉଗ୍ରରୂପମୃତଶିଶୁରମାଆଙ୍କୁସିକ୍ୟୁରିଟିଗାର୍ଡମାଡ଼ମାରିବାଅଭିଯୋଗପରେସ୍ଥିତିବିଗିଡ଼ିଥିଲା, ଉତ୍ତେଜନାବଢ଼ିଥିଲାଉତ୍ୟକ୍ତଲୋକହସ୍ପିଟାଲଭିତରେପଶିପ୍ରବଳହଙ୍ଗାମାକରିଥିଲେପ୍ରାୟଘଣ୍ଟାକ୍ୟାପିଟାଲହସ୍ପିଟାଲରେଦେଖିବାକୁମିଳିଲାହାଇଡ୍ରାମା ...

୧୩ମାସରପୁଅକୁଆଖିଆଗରେହରାଇଥିବାମାଆର ଗୁରୁତରଅଭିଯୋଗମାଆମନବୁଝିବକେମିତି, ପୁଅକୁଛାତିରେଜାବୁଡ଼ିଧରିକେତେକଣକହିବାହୁନିକାନ୍ଦୁଛିପରିବାରଆତ୍ମୀୟଙ୍କବୁକୁଫଟାକାନ୍ଦରେପୂରାହସ୍ପିଟାଲପରିସରଫାଟିପଡୁଥିଲାଚିକିତ୍ସାଅବହେଳାତାଙ୍କକୋଳଖାଲିକରିଦେଲାବୋଲିଅଭିଯୋଗକରିବାସହଡାକ୍ତରଙ୍କବିରୋଧରେସାଂଘାତିକଅଭିଯୋଗଆଣିଛନ୍ତିସାଲିଆସାହିରଏହିମହିଳା

ଥଣ୍ଡାଜ୍ବରପରେଗତକାଲିପୁଅକୁକ୍ୟାପିଟାଲ୍ହସ୍ପିଟାଲଆଣିଥିଲେମେଡିସିନ୍ଦେବାସହଇକୋକରିବାକୁକହିଥିଲେଡାକ୍ତରରାତିରେବାନ୍ତିହେବାରୁଭୋରରେପୁଅକୁପୁଣିଆଣିଥିଲେହସ୍ପିଟାଲଆଉଡାକ୍ତରଦେଇଥିବାମେଡିସିନ୍ଖାଇବାପରେପୁଅରଜୀବନଚାଲିଗଲାବୋଲିଅଭିଯୋଗକରିଛନ୍ତିପରିବାର

ଶିଶୁମୃତ୍ୟୁପରେମାଆକୁସିକ୍ୟୁରିଟିଗାର୍ଡଦୁର୍ବ୍ୟବହାରମାଡ଼ମାରିଥିବାଖବରପରେଉତ୍ତେଜନାନିଆଁଆହୁରିତେଜିଥିଲାମୃତଶିଶୁରବାପାଅଟୋଡ୍ରାଇଭରଥିବାରୁକ୍ୟାପିଟାଲ୍ହସ୍ପିଟାଲରେରୁଣ୍ଡହୋଇଥିଲେଅନଲାଇନ୍ଅଟୋଚାଳକସଂଘରକର୍ମକର୍ତ୍ତାବାହାରେରାସ୍ତାରୋକପରେଭିତରେଧସେଇପଶିଥିଲେସିକ୍ୟୁରିଟିଗାର୍ଡଙ୍କସହମୁହାଁମୁହିଁହୋଇଥିଲେଆନ୍ଦୋଳନକାରୀକ୍ଷତିପୂରଣଦାବି, ଡ୍ୟୁଟିରେଥିବାନର୍ସଙ୍କବିରୋଧରେକାର୍ଯ୍ୟାନୁଷ୍ଠାନଦାବିରେଭଙ୍ଗାରୁଜାସହଫିଙ୍ଗାଫୋପଡାକରିଥିଲେ

ରୋଗୀସେବାବ୍ୟାହତହୋଇଥିବାବେଳେଉତ୍ତ୍ୟକ୍ତଲୋକଙ୍କୁହଟାଇବାକୁନାକେଦମ୍ହୋଇଥିଲାପୋଲିସଉତ୍ତେଜନାହ୍ରାସକରିବାକୁପ୍ଲାଟୁନ୍ଫୋର୍ସମୁତୟନହୋଇଥିଲେଅପରପକ୍ଷରେମେଡିକାଲକର୍ତ୍ତୃପକ୍ଷଭୁଲମେଡିସିନରୁଶିଶୁମୃତ୍ୟୁଅଭିଯୋଗକୁଖଣ୍ଡନକରିଥିଲାବେଳେତଦନ୍ତପରେଅବହେଳାଜଣାପଡ଼ିଲେକାର୍ଯ୍ୟାନୁଷ୍ଠାନହେବବୋଲିକହିଛନ୍ତିସ୍ବାସ୍ଥ୍ୟନିର୍ଦ୍ଦେଶକ...
ଏପଟେଶିଶୁମୃତ୍ୟୁଘଟଣାରେଶୋକବ୍ୟକ୍ତସହପରିବାରକୁଲକ୍ଷଟଙ୍କାରଅନୁକଂପାରାଶିଘୋଷଣାକରିଛନ୍ତିମୁଖ୍ୟମନ୍ତ୍ରୀକ୍ଷତିପୂରଣପ୍ରତିଶ୍ରୁତିମିଳିବାପରେସ୍ବାଭାବିକହୋଇଥିଲାକ୍ୟାପିଟାଲ୍ହସ୍ପିଟାଲରସ୍ଥିତି। ଏହି ଘଟଣା ଗତକାଲି ଘଟିଥିଲା ।...

Read Entire Article