ଜେଲ ଯିବା ବେଳେ ରାଗରେ ଚିହିଁକି ଉଠିଲେ ପୁଞ୍ଜିଲାଲ, ଆଙ୍ଗୁଠି ଦେଖାଇ…

1 year ago 18
.

ବଲାଙ୍ଗୀର, ୨୮।୫(ସୁନିଲ କୁମାର ମହାନ୍ତି)- ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପାଟଣାଗଡ଼ ଏଡିଜେ କୋର୍ଟରେ ପ୍ରକାଶ ପାଇଛି। ଏହି ବହୁଚର୍ଚ୍ଚିତ ମାମଲାର ଏକମାତ୍ର ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରି ଏଡିଜେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ଏହି ରାୟ ପ୍ରକାଶ ପାଇଥିବାରୁ ବିଭିନ୍ନ ମହଲରେ ଏନେଇ ଉତ୍ସୁକତା ପ୍ରକାଶ ପାଇଛି। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ରାୟ ପ୍ରକାଶ ପରେ କୋର୍ଟରୁ ଜେଲକୁ ଯିବା ବେଳେ ମିଡ଼ିଆକୁ ଦେଖି ପୁଞ୍ଜିଲାଲ ରାଗି ଯାଇଥିଲେ l


ଗଛ ପଡି ଭାଙ୍ଗିଗଲା ଘର

ଦିଗପହଣ୍ଡି,୨୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଜକର ପଞ୍ଚାୟତ ମାଣିକ୍ୟପୁର ଗ୍ରାମରେ ଏକ ବୃହତ କାୟ ମୁକ୍ତାମଞ୍ଜା ଗଛ ପଡିଯିବାରୁ ସୀମାଞ୍ଚଳ ସେଠୀ ଏବଂ ବାଇନାଥ...

କାର୍‌ରେ ଯାଉଥିଲେ ସ୍ତ୍ରୀ -ସ୍ବାମୀ: ଟ୍ରକ୍‌ ସହ ହେଲା ଧକ୍କା

ଗଞ୍ଜାମ,୨୯ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ନିକଟ ଓଭର୍‌ ବ୍ରିଜଠାରେ ଏକ ଟ୍ରକ୍‌କୁ କାର ପିଟଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଟ୍ରମ୍ପ୍‌ଙ୍କ ଟାରିଫ୍‌କୁ ଅଟକାଇଲେ ଅନ୍ତର୍ଜାତୀୟ ଅଦାଲତ

ଓ୍ବାଶିଂଟନ,୨୯ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ କାର୍ଯ୍ୟକାରିତା ଉପରେ ମାନ୍‌ହାଟ୍ଟନସ୍ଥିତ ଅନ୍ତର୍ଜାତୀୟ ବାଣିଜ୍ୟ ଅଦାଲତ ରୋକ୍‌ ଲଗାଇଛନ୍ତି। ଯେଉଁ ଦେଶଗୁଡ଼ିକ ଆମେରିକାକୁ ଅଧିକ ସାମଗ୍ରୀ...

ଚାଲିଥିଲା ମ୍ୟାଚ୍‌: ପଡ଼ିଆରେ ହାତାହାତି ହେଲେ ଖେଳାଳି

ଢାକା,୨୯ା୫: ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏମର୍ଜିଂ ଦଳର ୪ ଦିନିଆ ମ୍ୟାଚ୍‌ରେ ଏକ ଅପ୍ରିତିକର ଘଟଣା ଘଟିଛି। ମ୍ୟାଚ୍‌ ଚାଲିଥିବା ବେଳେ...

ED ଡେପୁଟି ଡାଇରେକ୍ଟର ନେଉଥିଲେ ଲାଞ୍ଚ: ୨୦ ଲକ୍ଷ ଟଙ୍କା ସହ ଧରିଲା CBI

ଭୁବନେଶ୍ୱର,୨୯।୫: ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗୁରୁବାର CBI ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ମୁତାବକ,...

ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ସହରରେ ପ୍ରତିବର୍ଷ ପାଳିତ ହେଉଥିବା ଶୀତଳ ଷଷ୍ଠୀ ଉତ୍ସବ ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ...

ସୀମାରେ ମୁହାଁମୁହିଁ ପାକିସ୍ତାନ-ଆଫଗାନିସ୍ତାନ ସେନା: ଟ୍ୟାଙ୍କ ମୁତୟନ କଲା ପାକ୍, ତାଲିବାନ ପୋଷ୍ଟ ଉପରେ ବୋମା ମାଡ଼

ନୂଆଦିଲ୍ଲୀ,୨୯।୫: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଦୀର୍ଘ ଦିନର ସୀମା ବିବାଦ ପୁଣି ଥରେ ଉତ୍ତେଜନା ସୃଷ୍ଟି କରିଛି। ଗୁରୁବାର ବାରାମାଚା ସୀମା ଅଞ୍ଚଳରେ, ଯାହା...

ହୋମଗାର୍ଡ ପରୀକ୍ଷାରେ ପୁଣି ଆଉ ଜଣଙ୍କ ଜୀବନ ଗଲା

ପାରଳାଖେମୁଣ୍ଡି,୨୯।୫(ଗିରିଧାରୀ ପରିଛା), ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଗୁରୁବାର ଏକ ଅଘଟଣ ଘଟିଛି। ପୁଣି ଜଣେ ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives

Archives

Model This Week

ପିଲାଙ୍କ ଧରିତ୍ରୀ

Why Dharitri

Read Entire Article