ଡଙ୍ଗାପାଳ ବିଟ୍‌ରୁ ହାତୀର ମୃତଦେହ ଠାବ, ସୋଲାର କରେଣ୍ଟ ଲାଗି ମୁତ୍ୟୁ

4 months ago 24
.

Published By : Prameya-News7 Bureau | June 03, 2025 IST

NEWS UPDATE

ଅନୁଗୋଳ ୩: ସୋଲାରରୁ କରେଣ୍ଟ ଲାଗି ହାତୀର ମୁତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡଙ୍ଗାପାଳ ବିଟ୍ ନାଳିଆ ସାହିରେ ହାତୀର ମୃତଦେହ ଠାବ ହୋଇଛି ।  

ସୂଚନାଯୋଗ୍ୟ ଯେ, ହାତୀ ଦାଉରୁ ରକ୍ଷା ପାଇଁ ବନ ବିଭାଗ ସୋଲାର ଲଗାଇଥିଲେ । ସେହି ସୋଲାର କରେଣ୍ଟ ଲାଗି ହାତୀର ମୁତ୍ୟୁ ହୋଇଥିବା ବନ ବିଭାଗ ସୂଚନା ଦେଇଛି । ତେବେ କିଛି ଦିନ ହେବ ସେହି ଅଞ୍ଚଳରେ ହାତୀ ମାନେ ରହି ବୁଲାବୁଲି କରୁଥିବା ବନ ବିଭାଗ କହିଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଚ୍ଛେଦ ପାଇଁ ଉଦ୍ୟମ କରୁଛି । ତେବେ ହାତୀ ମୁତ୍ୟୁ ପାଇଁ ପ୍ରକୃତରେ କିଏ ଦାୟୀ ତାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

You Can Read:

ସୁନ୍ଦରଗଡ଼ରୁ ୪ ଟନ୍ ବିସ୍ଫୋରକ ଲୁଟ୍‌ ଘଟଣା : ଗୋଦାମ ମାଲିକ ଗିରଫ ସୂଚନା, ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି ପଚରାଉଚରା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Read Entire Article