ପାକିସ୍ତାନରେ ଜୈଶର ବରିଷ୍ଠ କମାଣ୍ଡରକୁ ହତ୍ୟା

4 months ago 15
.

ପାକିସ୍ତାନର ପଞ୍ଜାବ ଜିଲାରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ)ର କମାଣ୍ଡର ଅବଦୁଲ ଅଜିଜ ଏସାରକୁ ହତ୍ୟା, ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ମୃତଦେହ // ୭ମାସର ଝିଅକୁ କଚାଡି ମାରିଲା ନିଶାଶକ୍ତ ବାପା, ପାରିବାରିକ କଳହରୁ କରୁଣ ପରିଣତି, ବାପା ପେଟରେ କାଚ ବୋତଲ ଭୁସିଦେଲା ଶିଶୁର ମା //ଶୌଚାଳୟ ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୪ ମୃତ, ନବରଙ୍ଗପୁର ଜିଲା ପଡ଼ାଲଗୁଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା // ଆଜିଠୁ ରାମ ଦରବାର ପ୍ରାଣ ପ୍ରତିଷ୍ଠା, ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଭବ୍ୟ ସମାରୋହ, ୧୦୧ ବୈଦିକ ଆଚାର୍ଯ୍ୟ ଅଯୋଧ୍ୟାରେ ରୀତିନୀତିରେ କରୁଛନ୍ତି ପୂଜାର୍ଚ୍ଚନା//ରାଉରକେଲା: ମାଓବାଦୀ ୪ଟନ୍‍ ବିସ୍ଫୋରକ ସାମଗ୍ରୀ ଲୁଟ୍‍ ଘଟଣା, ବଡଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ, ଗୋଦାମ ମାଲିକଙ୍କୁ ରଖୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ଏସଟିଏଫ୍‍ //ଭୋଗରାଇ ଚନ୍ଦନେଶ୍ଵର ମାର୍କେଟରେ ଚଢାଉବେଳେ ୧୫ ଲକ୍ଷର ହେରୋଇନ୍ ଜବତ, ୨ ଗିରଫ // ପଞ୍ଜାବ ତର୍ନତରନ୍‌ରୁ ଜଣେ ପାକିସ୍ତାନୀ ଗୁଇନ୍ଦା ଗିରଫ, ଗିରଫ ଅଭିଯୁକ୍ତ ପାକ୍‌ ଆଇଏସଆଇ ସହ ଯୋଗାଯୋଗରେ ଥିଲା, ‘ଅପରେସନ ସିନ୍ଦୂର’ ବେଳେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା // ବ୍ରହ୍ମପୁର: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ, ବଡବଜାର ଥାନା ଜଗବନ୍ଧୁ ସାହିରେ ବୀଭତ୍ସ ହତ୍ୟାକାଣ୍ଡ, ମୁଖ୍ୟ ଅଭିଯୁକ୍ତ ଫେରାର, ଅଭିଯୁକ୍ତର ଭାଇକୁ ଅଟକ ରଖିଛି ପୁଲିସ//ଆଜି ଆଇପିଏଲ ଫାଇନାଲ ମ୍ୟାଚ, ପ୍ରଥମ ଥର ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ଓ ପଞ୍ଜାବ କିଙ୍ଗସ୍‍ ହେବେ ମୁହାଁମୁହିଁ, ସନ୍ଧ୍ୟା ୭ଟା ୩୦ଖେଳାଯିବ ମ୍ୟାଚ, ଟ୍ରଫି ହାତେଇବା ଲକ୍ଷ୍ୟରେ ବିରାଟ କୋହଲି ଓ ଶ୍ରେୟସ୍‍ ଆୟର//

Read Entire Article