Less than 1 min.Read
October 13, 2025
ସମାଜ ଡିଜିଟାଲ ଡେସ୍କ: ଶେଷରେ ଚୌଦ୍ଵାର ଜେଲରକୁ ବଦଳି କରାଯାଇଛି। ଜେଲର ସନ୍ତୋଷିନୀ ଦାଶଙ୍କୁ ଚୌଦ୍ଵାର ଜେଲରୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି କରାଯାଇଛି। ସନ୍ତୋଷିନୀଙ୍କ ସ୍ଥାନରେ କଣ୍ଟାବାଞ୍ଜି ସବଜେଲ୍ର ଜେଲର ତଥା ଅଧୀକ୍ଷକ ରଘୁରାଜ ମାଝୀଙ୍କୁ ନିଯୁକ୍ତ କରାଯାଇଛି। ଏଣିକି ରଘୁରାଜ ଚୌଦ୍ଵାର କାରାଗାରର ଜେଲର ଭାବେ ଦାୟିତ୍ଵ ନିର୍ବାହ କରିବେ। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ନିକଟରେ ଚୌଦ୍ଵାର ଜେଲରୁ ଦୁଇ ଜଣ କଏଦୀ ତାର ଜାଲି କାଟି ପାଚେରି ଡେଇଁ ଫେରାର ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଉକ୍ତ କଏଦୀମାନଙ୍କର ପତ୍ତା ମିଳିନାହିଁ।
Hot this week
ଏସଆଇ ନିଯୁକ୍ତ ଦୁର୍ନୀତି ମାମଲା: ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ନାଁରେ ଏଲଓସି, ୧୦ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ
October 13, 2025 0
ସମାଜ ଡିଜିଟାଲ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଫେରାର...
ତାରିଣୀ ମନ୍ଦିରରୁ ୩୦ ଲକ୍ଷର ସୁନାଗହଣା ଲୁଟ
October 13, 2025 0
ସମାଜ ଡିଜିଟାଲ ଡେସ୍କ: ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ତାରିଣୀ...
ଭୁବନେଶ୍ଵରରେ ୪୭ ହଜାର ୧୨୬ ବୁଲା କୁକୁର
October 13, 2025 0
ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ...
ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପର ଜଙ୍ଗଲ ଭୂମି ବିଭାଜନ କାର୍ଯ୍ୟ ସମୀକ୍ଷା: ତ୍ୱରିତ ଅନୁମୋଦନ ଓ ନିର୍ଦ୍ଧାରିତ ସମୟସୀମା ଅନୁସରଣ ପାଇଁ ନିର୍ଦ୍ଦେଶ
October 13, 2025 0
ଭୁବନେଶ୍ୱର: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI), ଭାରତୀୟ ରେଳପଥ, ଓପିଟିସିଏଲ(OPTCL),...
ଟ୍ୟାଙ୍କର-ବାଇକ ମୁହାଁମୁହିଁ ଧକ୍କା, ୨ ମୃତ
October 13, 2025 0
ସମାଜ ଡିଜିଟାଲ ଡେସ୍କ: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ପାଲୁପାଇ...
Related Articles
ତାରିଣୀ ମନ୍ଦିରରୁ ୩୦ ଲକ୍ଷର ସୁନାଗହଣା ଲୁଟ
ଅପରାଧ October 13, 2025
ଭୁବନେଶ୍ଵରରେ ୪୭ ହଜାର ୧୨୬ ବୁଲା କୁକୁର
ଆମ ଓଡ଼ିଶା October 13, 2025
ଟ୍ୟାଙ୍କର-ବାଇକ ମୁହାଁମୁହିଁ ଧକ୍କା, ୨ ମୃତ
ରାୟଗଡ଼ା October 13, 2025