ବେଆଇନ ଗୋରୁ ବୋଝେଇ ଗାଡି ଜବତ

4 months ago 6
.

ଭଦ୍ରକ: ବେଆଇନ ଗୋରୁ ଚାଲାଣ ଥମିବାର ନାଁ ନେଉନାହିଁ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ସେହିପରି ଏକ ଘଟଣା ଭଦ୍ରକରେ ଦେଖିବାକୁ ମିଳିଛି। ଯେଉଁଥିରେ କିଛି ମାଫିଆ ଆରଏମସି ମାର୍କେଟ ପରିସରରୁ ବେଆଇନ ଭାବେ ଗୋରୁ ଚାଲାଣ କରୁଥିଲେ।

ପୁରୁଣା ବଜାର ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ପହଞ୍ଚି ଗୋରୁ ବୋଝେଇ ଗାଡିକୁ ଜବତ କରି ପିକଅପ ଓ ବୋଲେରୋରୁ 34 ଗାଈ ଉଦ୍ଧାର କରିଛନ୍ତି। ଗୋରୁ ଗାଡି ଛାଡି ମାଫିଆ ଫେରାର ଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Read Entire Article