ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

10 hours ago 1
.

Sakala

 ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Madhusudan Das Picture

Published On Jun 09, 2026 05:20 PM IST

ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା । ଚାକିରି ଦେବାକୁ କହି ପାର୍ଲର ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଯୁବତୀଙ୍କ ଅଭିଯୋଗ ପରେ ପାର୍ଲର ମାଲିକ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଖଣ୍ଡଗିରି ଥାନା ପୋଲିସ । ଖଣ୍ଡଗିରି ଅଞ୍ଚଳରେ ପାର୍ଟ ଟାଇମ୍ ଚାକିରି ଖୋଜୁଥିବା ଯୁବତୀଙ୍କୁ ପାର୍ଲରକୁ ଡାକି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରାଇଛି ପୋଲିସ । ପୀଡ଼ିତା ଜଣଙ୍କ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି ।

09 Jun 2026 By Madhusudan Das

⊕ https://www.thesakala.in/latest-odisha-news/woman-allegedly-raped-in-parlor-in-the-name-of-job/article-47130

Join Us @ WhatsApp

About The Author

Madhusudan Das Picture

Read Entire Article