ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି// ପୁରୀରେ ଚାଞ୍ଚଲ୍ୟ ; ପୁଅର ଫାଉଡା ଚୋଟରେ ମାଆର ମୃତ୍ୟୁ// ଝାରସୁଗୁଡା : ବାଇକ୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍ ; ୨ମୃତ // ବଡ ସଫଳତା ; ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଗିରଫ // ହୋମଗାର୍ଡ ଚାକିରି ଆଶାୟୀ ସୁଲନ୍ତ ମିଶାଲଙ୍କ ମୃତ୍ୟୁ, ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ//ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ଶୋପିଆନ୍ରେ ତଲାସୀ ଅଭିଯାନ ସମୟରେ ଲସ୍କର-ଏ-ତୈବାର ଦୁଇ ଆତଙ୍କବାଦୀଙ୍କ ଆତ୍ମସମର୍ପଣ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ //୪ ଟନ୍ର ବିସ୍ଫୋରକ ସାମଗ୍ରୀ ଲୁଟି ନେଲେ ମାଓବାଦୀ, ଘଟଣାସ୍ଥଳରେ ଏନଆଇଏ ଟିମ୍// ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିକ୍କିମ୍ ଗସ୍ତ ବାତିଲ, ଖରାପ ପାଗ ଯୋଗୁଁ ଗସ୍ତ ବାତିଲ ହୋଇଥିବା ସୂଚନା // ବିସ୍ଫୋରକ ଲୁଟ୍ ଘଟଣାରେ ୪୮ଘଣ୍ଟା ପରେ ବି ପୁଲିସ ହାତ ଖାଲି, ସୁନ୍ଦରଗଡ କେ. ଇଲାଙ୍ଗ ଥାନା ଅଞ୍ଚଳରୁ ୪ଟନ୍ ବିସ୍ଫୋରକ ଚୋରି ଘଟଣାରେ ତନାଘନା, ରାଉରକେଲା ଏସପି କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ, ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇଆଲର୍//ଭଦ୍ରକ: ରାସନ୍ କାର୍ଡ ପଞ୍ଜୀକରଣ ପାଇଁ ଲମ୍ବା ଲାଇନ୍ , ରାତି ଅଧରୁ ଆସି ଲାଇନରେ ଛିଡା ହୋଇଛନ୍ତି ଶହ ଶହ ହିତାଧିକାରୀ//ଗଞ୍ଜାମ: ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ, ଏନଏଚ୍ ୧୬ ରମ୍ଭା ଥାନା ସୁବଳୟା ଛକ ନିକଟରେ ଦୁର୍ଘଟଣା, ୧୦ଆହତ ମେଡିକାଲରେ ଭର୍ତ୍ତି//ରାଉରକେଲାରେ ୬ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର, ଛେଣ୍ଡ କଲୋନୀର ସେଫ୍ଟି ଟାଙ୍କିରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କଲା ପୁଲିସ//ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ ମସ୍କ, ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ମସ୍କଙ୍କ ଇସ୍ତଫା// ଆଜି ଆଇପିଏଲ ପ୍ରଥମ କ୍ଵାଲିଫାୟର ମ୍ୟାଚ୍, ପଞ୍ଜାବ କିଙ୍ଗ୍ସ ଓ ଆରସିବି ମଧ୍ୟରେ ଟକ୍କର//ବଙ୍ଗୋପସାଗରରେ ସୃଷ୍ଟି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତରେ ପରିଣତ, ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଅବପାତରେ ପରିଣତ ହୋଇଛି, ଅବପାତ ଉତ୍ତର ଆଡକୁ ଗତି କରି ଆହୁରି ଘନୀଭୂତ ହେବ//